Big Breaking: କଟକରେ ଚାଞ୍ଚଲ୍ୟ… ଦିନ-ଦ୍ୱିପ୍ରହରରେ ମହିଳାଙ୍କ ଗଳାକାଟି ହତ୍ୟା

କଟକ: ଦିନ ଦ୍ୱିପ୍ରହରରେ କଟକରେ ମହିଳାଙ୍କୁ ହତ୍ୟା । କଟକରେ ବିଭତ୍ସଭାବେ ଗଳାକାଟି ହତ୍ୟା କରାଯାଇଛି ଜଣେ ମହିଳାଙ୍କୁ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଠାବ କରିଛି ପୋଲିସ ।

ପୋତାପୋଖରୀ ଗାନ୍ଧୀପଲ୍ଲୀ ଅଞ୍ଚଳରେ ଘଟିଯାଇଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ଘର ଭିତରେ ମହିଳାଙ୍କ ରକ୍ତ ଭିଜା ମୃତଦେହ ମିଳିଲା ।

ଘଟଣାସ୍ଥଳରେ ସିଆରଆରଆଇ ଥାନା ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ପଡୋଶୀ ହତ୍ୟା କରି ଫେରାର ଥିବା ପୋଲିସର ସନ୍ଦେହ ।