ଭୁବନେଶ୍ୱର: ଆଜି ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ କରାଯାଉଛି। ଏଥିରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ୯୪୩ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଉତ୍କୃଷ୍ଟ କ୍ରୀଡ଼ାବିତଙ୍କୁ ସହାୟତା ୧୦ କୋଟି ଟଙ୍କା ପ୍ରଦାନ କରାଯିବ। କ୍ରୀଡ଼ା ପ୍ରତିଯୋଗିତା ଆୟୋନଜ ୮୦ କୋଟି।
ବକୁଳନ ଉନ୍ନୟନ ପାଇଁ ୫୦ କୋଟି ଟଙ୍କା। ମୁଖ୍ୟମନ୍ତ୍ରୀ କଳାକାର ସହାୟତା ୧୯୪ କୋଟି ଟଙ୍କା। ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ୩୦ କୋଟି ଟଙ୍କା। ସାଂସ୍କୃତିକ ଅନୁଷ୍ଠାନ ଅନୁଦାନ ପାଇଁ ୭୭ କୋଟି ଟଙ୍କା ଖର୍ଚ୍ଚ କରାଯିବ।
ପରିବହନ: ରେଳ ପ୍ରକଳ୍ପ ଉନ୍ନତୀକରଣ ୩୦୦ କୋଟି। ବେସାମରିକ ବିମାନ ଚଳାଚଳ ୩୮୨ କୋଟି। ମନ୍ତ୍ରୀ ବସ୍ ସେବା ୧ ହଜାର ୮୫ କୋଟି। ଅଚଳ ବସଷ୍ଟାଣ୍ଡ ୧୨ ଶହ ୬୬ କୋଟି ଟଙ୍କା।