Breaking: ମୋକିମ୍ ଜଣେ ଦକ୍ଷ ନେତା…. ଦଳରେ କାହା ଭିତରେ ମତଭେଦ ନାହିଁ, ଆମେ ସବୁ ଏକ

ଭୁବନେଶ୍ୱର: ମହମ୍ମଦ ମୋକିମଙ୍କୁ ଗୁରୁଦାୟିତ୍ୱ ମିଳିବ ବୋଲି କହିଲେ ପିସିସି ସଭାପତି ଭକ୍ତ ଦାସ ।

ମୋକିମ୍ ଜଣେ ଦକ୍ଷ ନେତା ବୋଲି କହିଲେ ଭକ୍ତ ଦାସ । ଆଗାମୀ ଦିନରେ ମୋକିମଙ୍କୁ ବଡ଼ ଦାୟିତ୍ୱ ମିଳିବ ।

ମୁଁ ସଭାପତି ହେବା ପରେ ମୋକିମ୍ ଭୋତେ ଭେଟିଥିଲେ । କାହା ଭିତରେ ମତଭେଦ ନାହିଁ, ଏକାଠି ହୋଇ ସମସ୍ତେ ଚାଲିବାକୁ ଭକ୍ତଙ୍କ ଆହ୍ୱାନ ।

ବିପ୍ଲବ ଆଣିବ କଂଗ୍ରେସ, ଯୁବପିଢ଼ି କଂଗ୍ରେସର ଭବିଷ୍ୟତ ।