Women’s Dayରେ ରିଚାର୍ଜ କଲେ ଚାଲିବ ୮୪ ଦିନ, ଆମାଜନ ପ୍ରାଇମ୍ ମଧ୍ୟ ମାଗଣା
ବିଶ୍ୱ ମହିଳା ଦିବସରେ ଅମ୍ବାନୀ ଦେଲେ ରିଚାର୍ଜ ଉପହାର, ଜାଣନ୍ତୁ ଆଜି ରିଚାର୍ଜ କଲେ ମିଳିବ କେଉଁ ଫାଇଦା
ନୂଆଦିଲ୍ଲୀ: ଜିଓ ନିଜ ୟୁଜର୍ସଙ୍କ ସୁବିଧା ପାଇଁ ଅନେକ ରିଚାର୍ଜ ପ୍ଲାନ ଅଫର କରୁଛି। ଏଥିରେ ଅନଲିମିଟେଡ ଡାଟା, କଲିଂ ଏବଂ ଓଟିଟିର ମଜା ମଧ୍ୟ ମିଳିଥାଏ।
ଏଥିରେ ଜିଓର ଅନେକ ପ୍ଲାନ ରହିଛି, ଯେଉଁଥିରେ ଆପଣଙ୍କୁ ସବୁ ବେନିଫିଟ ମିଳିଥାଏ। ଏଠାରେ ଆମେ ଆପଣଙ୍କୁ ଜିଓର ଏବଳି ପ୍ଲାନ ବିଷୟରେ କହିବୁ, ଯାହା ଗୋଟିଏ ମାସରୁ ଅଧିକ ଭ୍ୟାଟିଡିଟି ସହ ଆସିଥାଏ।
୧୦୨୯ ଟଙ୍କାର ପ୍ଲାନ: ଜିଓର ଏହି ପ୍ଲାନରେ ଆପଣଙ୍କୁ ଅନେକ ବେନିଫିଟ୍ସ ମିଳୁଛି। ଏହି ପ୍ଲାନରେ ଆପଣଙ୍କୁ ୮୪ ଦିନର ଭ୍ୟାଲିଡିଟି ସହ ୧୬୮ ଜିବି ଡାଟା ମିଳିବ।
ଏଥିରେ ଡେଲି ହଇ ସ୍ପିଡ ୨ ଜିବି ଡାଟା ବ୍ୟବହାର କରିବାର ସୁଯୋଗ ମିଳିଥାଏ। ଏହି ପ୍ଲାନରେ ଆପଣଙ୍କୁ ଅନଲିମିଟେଡ ଭଏସ କଲିଂ ଏବଂ ଡେଲି ୧୦୦ ଏସଏମଏସ ମଧ୍ୟ ମାଗଣା ମିଳିଥାଏ। ମନୋରଞ୍ଜନ ପାଇଁ ଆପଣଙ୍କୁ ଆମାଜନ ପ୍ରାଇମ ଲାଇଟ, ଜିଓ ଟିଭି ଏବଂ ଜିଓ କ୍ଲାଉଡ ଫ୍ରୀ ମିଳିଥାଏ।
ଏହି ପ୍ଲାନକୁ ନେବା ପାଇଁ ଆପଣଙ୍କୁ ମାତ୍ର ୧୦୨୯ ଟଙ୍କା ହିଁ ଖର୍ଚ୍ଚ କରିବାକୁ ପଡିବ। ଏହାପରେ ଆପଣ ୮୪ ଦିନ ପର୍ଯ୍ୟନ୍ତ ଏହି ପ୍ଲାନର ଫାଇଦା ଉଠାଇପାରିବେ।