ସ୍ପେଶାଲ ଡ୍ରାଇବରେ ଗଞ୍ଜାମ ପୋଲିସକୁ ବଡ଼ ସଫଳତା, ଜବତ ହେଲା ମାଉଜର ସାଙ୍ଗକୁ ଅଫୁଟା ଗୁଳି

ଗଞ୍ଜାମ: ବର୍ତ୍ତମାନ ଗଞ୍ଜାମ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ସ୍ପେଶାଲ ଡ୍ରାଇଭରେ ସଫଳତା ଲାଭ କଲା ଗଞ୍ଜାମ ପୋଲିସ। ଏହି ଡ୍ରାଇଭରେ ୧୭ଟି ମାଉଜର, ୬୬ଟି ଅଫୁଟା ଗୁଳି ଜବତ କରାଯାଇଛି।

ଏଥିରେ ୧୬ଟି ମୋବାଇଲ, ୪ଟି ଖୋକା ସହ ୧୮ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଆସିକା, ଶେରଗଡ଼, ଭଞ୍ଜନଗର ଓ ପୋଲସରାରେ ପୋଲିସର ରେଡ୍ ଚାଲିଛି।