4 ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ରୀୟ ଟିମ୍, ଖଣିଜ ପାଣ୍ଠି କରିବେ ସମୀକ୍ଷା
4 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପିଏମ୍ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଦୁଇ ଜଣିଆ ଟିମ୍ । କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠି ନେଇ ଟିମ କରିବ ସମୀକ୍ଷା ।
ଭୁବନେଶ୍ବର: ପିଏମ୍ ଅର୍ଥନୈତିକ ପରାମର୍ଶଦାତା ପରିଷଦ ଟିମଙ୍କ 4 ଦିନିଆ ଓଡ଼ିଶା ଗସ୍ତ । ମଙ୍ଗଳବାରଠୁ 23 ତାରିଖ ଯାଏଁ କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବେ ଏହି ଦୁଇ ଜଣିଆ ଟିମ ।
କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠି ଉପରେ ସମୀକ୍ଷା କରିବା ସହ କେନ୍ଦୁଝର ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିବ ଏହି ଟିମ୍ ।