fbpx

କରୋନାରୁ ସୁସ୍ଥ ହେଲେ ବିଗ୍ ବି

ମୁମ୍ବାଇ,୨ ।୮: ସାରା ଦେଶରେ କରୋନା ମହାମାରୀ ବଢି ବଢି ଚାଲିଥିବା ବେଳେ ବଲିଉଡ ଜଗତ ପାଇଁ ଆସିଛି ଏକ ଖୁସି ଖବର । କରୋନାରୁ ସୁସ୍ଥ ହେଲେ ବଲିଉଡ ଅଭିନେତା ଅମିତାଭ ବଚ୍ଚନ । ରିପୋର୍ଟ ନେଗେଟିଭ୍ ଆସିବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି ବିଗ୍ ବି । ଏନେଇ ଟ୍ୱିଟ ମାଧ୍ୟମରେ ସୂଚନା ଦେଲେ ଅଭିଷେକ ବଚ୍ଚନ । ଏହା ସହ ନିଜେ ଖୁବଶୀଘ୍ର କରୋନା ମୁକ୍ତ ହେବା ନେଇ ଅଭିଷେକ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.