ଘର ବାହାରେ ଶୋଇଥିବା ବେଳେ ପଡ଼ୋଶୀର ତଣ୍ଟି କାଟିଦେଲା ପଡ଼ୋଶୀ

ଦିଗପହଣ୍ଡିରେ ଭୟଙ୍କର ହତ୍ୟାକାଣ୍ଡ।

ଦିଗପହଣ୍ଡି: ପୁଣି ହତ୍ୟାକାଣ୍ଡ। ଘର ବାହାରେ ଶୋଇଥିବା ବେଳେ ତଣ୍ଟି କାଟି ହତ୍ୟା। ଆଉ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଭିଆଇଛି ଜଣେ ପଡ଼ୋଶୀ।

ଘର ବାହାରେ ଶୋଇଥିବା ବେଳେ ପଡ଼ୋଶୀର ବେକ କାଟି ହତ୍ୟା କରିଛି ଜଣେ ପଡ଼ୋଶୀ। ହତ୍ୟାକାଣ୍ଡ ଘଟିଛି ଦିଗପହଣ୍ଡି ତାନା ଭୀଷ୍ମଗିରି ଗାଁରେ।

ପୂର୍ବରୁ ଉଭୟ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ସେହି ରାଗ ରଖି ପଡ଼ୋଶୀ ଜଣକ ନିଦରେ ଶୋଇଥିବା ବେଳେ ତାଙ୍କ ତଣ୍ଟି କାଟି ହତ୍ୟା କରାଯାଇଥିବା ସୂଚନା ମିଳିଛି। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏବଂ ଏଭିଯୁକ୍ତକୁ ଗରିଫ କରିଛି।