BREAKING: ସୁନା ପିନ୍ଧୁଥିଲେ ସାବଧାନ, ବେକରୁ ଝାମ୍ପି ନେଲେ ଚେନ୍
କେନ୍ଦୁଝର ବଡ଼ହଳ ସାହିରେ ନିଜ ବାରଣ୍ଡାରରେ ବସିଥିବା ବେଳେ ଲୁଟେରା କରିଛନ୍ତି ଲୁଟ୍ ।
କେନ୍ଦୁଝର: ମାତିଛନ୍ତି ଲୁଟେରା । ଘର ସାମ୍ନାରୁ ଚୋରି କଲେ ଲୁଟେରା । ଘର ସାମ୍ନାରେ ବସିଥିବା ବେଳେ ଚେନ୍ ଝାମ୍ପିନେଲେ ଲୁଟେରା ।
କେନ୍ଦୁଝର ବଡ଼ହଳ ସାହିରେ ନିଜ ବାରଣ୍ଡାରରେ ବସିଥିବା ବେଳେ ଲୁଟେରା କରିଛନ୍ତି ଲୁଟ୍ ।
ଘର ସାମ୍ନାରେ ବସିଥିବା ବେଳେ ଲୁଟେରା ଲୁଟ୍ କରିଥିଲେ । ଲୁଟେରା ଚେନ୍ ଝାମ୍ପିନେଇ ହଠାତ ଚମ୍ପଟ ମାରିଥିଲେ । କିଏ କିଛି ବୁଝିବା ଆଗରୁ ଲୁଟେରା ଚମ୍ପଟ ମାରିଥିଲେ ।