ସସପେଣ୍ଡ ହେଲେ ଖଣ୍ଡଗିରି ଥାନା SI ଦେବୀପ୍ରସାଦ ବେଉରା

ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଥାନା ଏସଆଇ ଦେବୀପ୍ରସାଦ ବେଉରା ନିଲମ୍ବିତ ହୋଇଛନ୍ତି । ପୋଲିସ କମିଶନରଙ୍କ ଦ୍ୱାରା ଦେବୀଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ।

ଏନଡିପିଏସ ମାମଲାରେ ନିର୍ଦ୍ଧାରିତ ସମୟରେ ଦାଖଲ କରିପାରିନ ଥିଲେ ଚାର୍ଜସିଟ୍ । ସଠିକ୍ ସରେ ଚାର୍ଜସିଟ୍ ଦାଖଲ ହୋଇନପାରିବାରୁ ଜାମିନ ପାଇଗଲେ ଅଭିଯୁକ୍ତ ।

ଘଟଣାକୁ ନେଇ ବିଭାଗୀୟ ତଦନ୍ତ ଚାଲିଥିବାବେଳେ କମିଶନରଙ୍କର ମାମଲା ଉପରେ କଡ଼ା ନଜର ରହିଛି ।