• Likes
  • Followers
  • Subscribers
  • Followers
  • Android App
  • Wednesday, September 3, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Featured
  • ଆପଣଙ୍କ PF ଆକାଉଣ୍ଟରେ ସୁଧ ଆସିବା ବନ୍ଦ ହୋଇଯାଇଛି କି? ଏମିତି କରନ୍ତୁ ଯାଞ୍ଚ

ଆପଣଙ୍କ PF ଆକାଉଣ୍ଟରେ ସୁଧ ଆସିବା ବନ୍ଦ ହୋଇଯାଇଛି କି? ଏମିତି କରନ୍ତୁ ଯାଞ୍ଚ

ପିଏଫ ଆକାଉଣ୍ଟରେ ସୁଧ ଆସିବା ବନ୍ଦ ହୋଇଯାଇଛି କି? ଜାଣନ୍ତୁ

By Chinmayee Beura On Sep 2, 2025 at 3:26 PM
Share

ନୂଆଦିଲ୍ଲୀ: ସରକାର ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଇପିଏଫରେ ୮.୨୫%ର ବାର୍ଷିକ ସୁଧ ଦର ଧାର୍ଯ୍ୟ କରିଛନ୍ତି। ଏହି ସୁଧ ପ୍ରତି ମାସରେ ଖାତାର କ୍ଲୋଜିଂ ବାଲାନ୍ସରେ କାଲକୁଲେସନ ହୋଇ ବର୍ଷକୁ ଥରେ ଆପଣଙ୍କ ଖାତାରେ ଜମା ହୋଇଥାଏ।

ହେଲେ ଯଦି ଆପଣଙ୍କ ଇପିଏଫ ଖାତା ଲଗାତାର ୩୬ ମାସ ପର୍ଯ୍ୟନ୍ତ ନିଷ୍କ୍ରିୟ ରହୁଛି, ତେବେ ସେହି ସମୟରେ ସେଥିରେ କୌଣସି ମଧ୍ୟ ଜମାର ଟ୍ରାଞ୍ଜାକ୍ସନ ହୋଇନଥାଏ। ତେବେ ଖାତାରେ ସୁଧ ଆସିବା ବନ୍ଦ ହୋଇଯାଇଥାଏ। ଏହି ନିୟମ ଇପିଏଫଓ ସ୍ପଷ୍ଟ ଭାବେ ସୋସିଆଲ ମିଡିଆରେ ୨୭ ଅଗଷ୍ଟ ୨୦୨୫ରେ କହିଛି।

ଇପିଏଫ ମୁତାବକ, ଏହି ଖାତା ସେତେବେଳେ ନିଷ୍କ୍ରିୟ ହୋଇଥାଏ, ଯେତେବେଳେ ତିନି ବର୍ଷ ପର୍ଯ୍ୟନ୍ତ କୌଣସି ଟ୍ରାଞ୍ଜାକ୍ସନ ହୋଇନଥାଏ। ସୁଧ କ୍ରେଡିଟକୁ ଛାଡ଼ି। ଅର୍ଥାତ ୫୫ ବର୍ଷ ବୟସରେ ଅବସର ନେବା ପରେ ଆପଣଙ୍କ ଖାତା ୫୮ ବର୍ଷ ପର୍ଯ୍ୟନ୍ତ ସୁଧ ଅର୍ଜନ କରିଥାଏ। ଏହାପରେ ତାହା ନିଷ୍କ୍ରିୟ ହୋଇଯିବ।

ଆହୁରି ପଢନ୍ତୁ

ବାଣୀବିହାର ଛାତ୍ରବାସରେ ଅଣଛାତ୍ରଙ୍କ…

୧୪୦୦ ଲୋକଙ୍କ ଜୀବନ ନେବା ପରେ, ଆଫଗାନିସ୍ତାନରେ…

EPF ଖାତାକୁ ରଖନ୍ତୁ ଆକ୍ଟିଭ: ଇପିଏଫଓ ନିଜ ଅଫିସିଆଲ ସୋସିଆଲ ମିଡିଆ ଚ୍ୟାନେଲରେ ସ୍ପଷ୍ଟ ଭାବେ କହିଛି ଯେ, ଆପଣଙ୍କ ଇପିଏଫ ଖାତା ୩୬ ମାସ ପରେ ନିଷ୍କ୍ରିୟ ହୋଇଯିବ। ଏଥିରେ ସୁଧ ମିଳିବ ନାହିଁ।

ଏଥିପାଇଁ କାର୍ଯ୍ୟ କରୁଥିବା ସଦସ୍ୟଙ୍କୁ ପରାମର୍ଶ ଦିଆଯାଇଛି ଯେ, ସେ ନିଜର ପୁରୁଣା ଇପିଏଫ ଖାତା ନୂଆ ଇପିଏଫ ଆକାଉଣ୍ଟରେ ସଙ୍ଗେ ସଙ୍ଗେ ଟ୍ରାନ୍ସଫର କରନ୍ତୁ। ଯେଉଁ ଲୋକେ ବର୍ତ୍ତମାନ କାମ କରୁ ନାହାନ୍ତି, ସେମାନେ ନିଜ ଇପିଏଫ ଫଣ୍ଡ ବାହାର କରିବା ଆରମ୍ଭ କରନ୍ତୁ, ଯାହା ଦ୍ୱାରା ସୁଧର କ୍ଷତି ନ ହେବ।

Share

Prev Post

BRSରୁ କେ. କବିତା ସସପେଣ୍ଡ, ଦଳରୁ ଝିଅକୁ ନିଲମ୍ୱନ କଲେ ବାପା

Next Post

‘ବିକ୍ରମ’ ନାଁରେ ଜଣାଯିବ ଭାରତର ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ଚିପ୍, ମୋଦିଙ୍କୁ ଦିଆଗଲା ଉପହାର

You might also like More from author
Breaking News

ବାଣୀବିହାର ଛାତ୍ରବାସରେ ଅଣଛାତ୍ରଙ୍କ ଦୌରାତ୍ମ୍ୟ, ୱାର୍ଡେନ୍‌ଙ୍କୁ ବିରୋଧ କରି ଗେଟ୍‌ରେ ତାଲା

Breaking News

୧୪୦୦ ଲୋକଙ୍କ ଜୀବନ ନେବା ପରେ, ଆଫଗାନିସ୍ତାନରେ ଆଉ ଏକ ଭୟଙ୍କର ଭୂମିକମ୍ପ, ଜାଣନ୍ତୁ ଏବେ ଏହାର…

Top Stories

ଗୁମର କହିଲେ EX BOYFRIEND , ନିଜ ଫାଇଦା ପାଇଁ ବନାନ୍ତି ବନ୍ଧୁ, ସବୁଠୁ ବଡ଼ ଫେକ୍ ମଣିଷ

Cricket

ଖେଳାଳିଙ୍କ ଏତେ ରାଗ, ପିଲା ଉପରକୁ ଉଠାଇଲେ ବ୍ୟାଟ୍‌, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ, ଜାଣନ୍ତୁ ସତ

Breaking News

ଉପରମୁଣ୍ଡରେ ପ୍ରବଳ କାଚୁଛି, ଖୋଲିଲା ହୀରାକୁଦର ୬ଟି ଗେଟ୍‌

Top Stories

Navratri 2025: ତିଥି ବଢ଼ିଲେ ଶୁଭ ନା ଅଶୁଭ, ଏଥର ୯ ଦିନ ବଦଳରେ ୧୦ ଦିନ ହେବ ନବରାତ୍ରୀ…

Prev Next
Odisha Bhaskar

Recent Posts

ବାଣୀବିହାର ଛାତ୍ରବାସରେ ଅଣଛାତ୍ରଙ୍କ…

୧୪୦୦ ଲୋକଙ୍କ ଜୀବନ ନେବା ପରେ, ଆଫଗାନିସ୍ତାନରେ…

ଗୁମର କହିଲେ EX BOYFRIEND , ନିଜ ଫାଇଦା ପାଇଁ…

ଖେଳାଳିଙ୍କ ଏତେ ରାଗ, ପିଲା ଉପରକୁ ଉଠାଇଲେ…

ଆଲର୍ଟ ଜାରି, ୨୪ ଘଣ୍ଟାରେ ପ୍ରବଳ ଛେଚିବ, ୫…

ଉପରମୁଣ୍ଡରେ ପ୍ରବଳ କାଚୁଛି, ଖୋଲିଲା ହୀରାକୁଦର…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ବାଣୀବିହାର ଛାତ୍ରବାସରେ ଅଣଛାତ୍ରଙ୍କ…

୧୪୦୦ ଲୋକଙ୍କ ଜୀବନ ନେବା ପରେ, ଆଫଗାନିସ୍ତାନରେ…

ଗୁମର କହିଲେ EX BOYFRIEND , ନିଜ ଫାଇଦା ପାଇଁ…

ଖେଳାଳିଙ୍କ ଏତେ ରାଗ, ପିଲା ଉପରକୁ ଉଠାଇଲେ…

Prev Next 1 of 27,976
© 2025 - TK Digital All Rights Reserved.