ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୪ ଦିନ ବଡ଼ ବର୍ଷାର ସମ୍ଭାବନା ନାହିଁ । ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ଏ ନେଇ ଦେଲେ ସୂଚନା ।
କାଲି ୧୫ ଜିଲ୍ଲାରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି । ସର୍ବାଧିକ ପଦ୍ମପୁରରେ ୮୮ ମିମି ବର୍ଷା ହୋଇଛି ।
ଜଳକାରେ ବନ୍ୟାସ୍ଥିତି ରହିଛି, ବୈତରଣୀ ବିପଦସଙ୍କେତ ତଳେ ରହିଥିବା ଯନ୍ତ୍ରୀ କହିଛନ୍ତି ।
ସେପଟେ ହୀରକୁଦରେ ଜଳସ୍ତର ବୃଦ୍ଧି ପାଇଛି । ବର୍ତ୍ତମରନ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି ।