fbpx

ଫେସବୁକ ଲାଇଭରେ ମା ସମଲେଶ୍ୱରୀଙ୍କୁ ଦର୍ଶନ କରିବେ ଭକ୍ତ

ସମ୍ବଲପୁର, ୨୨ା୮(ଓଡ଼ିଶା ଭାସ୍କର): ସମ୍ବଲପୁରରେ ନୂଆଁଖାଇ ବଡ଼ ପର୍ବ ଭାବେ ପାଳନ କରାଯାଇଥାଏ । କିନ୍ତୁ ଚଳିବର୍ଷ କରୋନା ପାଇଁ କଟକଣା ଭିତରେ ନୂଆଁଖାଇ ପାଳନ କରାଯିବ । ଭକ୍ତମାନେ ମା ସମେଲଶ୍ୱରୀଙ୍କ ମନ୍ଦିରଙ୍କୁ ନଯିବା ପାଇଁ ମନ୍ଦିରର ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି । କିନ୍ତୁ ଭକ୍ତମାନେ ଫେସବୁକ ଲାଇଭରେ ମା ଙ୍କୁ ଦର୍ଶନ କରିପାରିବେ । ଏହାସହ ସମଲେଶ୍ୱରୀ ମନ୍ଦିରରରୁ ନବାନ୍ନ ମିଳିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ମନ୍ଦିର ଟ୍ରଷ୍ଟ ସଭାପତି ସଞ୍ଜୟ ବାବୁ ।

Get real time updates directly on you device, subscribe now.