fbpx
BSKY SKY
BSKY SKY

ଟଳିଲେ ୩ ଆତଙ୍କବାଦୀ

BSKY

ଶ୍ରୀନଗର,୨୯/୮: ଜାମ୍ମୁ କାଶ୍ମୀର ପୁଲୱାମାରେ ୩ ଆତଙ୍କବାଦୀଙ୍କୁ ସଫା କରିଛି ସେନା। ଜାମ୍ମୁ କାଶ୍ମୀରରେ ଗତ ୨୪ ଘଣ୍ଟାରେ ଏହା ୨ୟ ଏନକାଉଣ୍ଟର। ସେନାର କହିବା ମୁତାବକ, ଦକ୍ଷିଣ କାଶ୍ମୀର ପୁଲୱାମାର ଯଦୁରା ଗାଁରେ ଯବାନଙ୍କ ଦ୍ଵାରା ୩ଆତଙ୍କବାଦୀ ନିହତ ହୋଇଛନ୍ତି। ଏହା ପୂର୍ବରୁ ଶୁକ୍ରବାର ଦିନ ହୋଇଥିବା ସଂଘର୍ଷରେ ୪ଆତଙ୍କବାଦୀ ନିହତ ହୋଇଥିଲେ।

Get real time updates directly on you device, subscribe now.