ଭୁବନେଶ୍ୱର,୨୯ ।୮(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୨୮୮୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୭୦,୭୧୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 2888 #COVID19 patients have recovered and are being discharged on 29.08.2020
487 from Rayagada
410 from Khordha
217 from Ganjam
189 from Cuttack
173 from Bolangir
151 from Koraput
144 from Mayurbhanj
138 from Nayagarh
134 from Puri
123 from Baleswar
117 from Sambalpur— H & FW Dept Odisha (@HFWOdisha) August 29, 2020
5 from Anugul
5 from Jajapur
1 from DeogarhThe total recovered cases of Odisha now stand at 70714.
— H & FW Dept Odisha (@HFWOdisha) August 29, 2020
ତେବେ ଆଜି ରାୟଗଡରୁ ସର୍ବାଧିକ ୪୮୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୪୧୦, ଗଞ୍ଜାମରୁ ୨୧୭, କଟକରୁ ୧୮୯, ବଲାଙ୍ଗିରୁ ୧୭୩, କୋରାପୁଟରୁ ୧୫୧, ମୟୁରଭଞ୍ଜରୁ ୧୪୪, ନୟାଗଡ଼ରୁ ୧୩୮, ପୁରୀରୁ ୧୩୪, ବାଲେଶ୍ୱରରୁ ୧୨୩, ସମ୍ବଲପୁରରୁ ୧୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।