fbpx

ବାୟୁସେନାରୁ ଅବସର ନେଲା ମିଗ୍ -୨୭

ଯୋଧପୁର, ୨୭ା୧୨: ଯୋଧପୁର ଏୟାରବେସରେ ଆଜି ମିଗ୍-୨୭ ଶେଷ ଉଡ଼ାଣ କରିଛି । ୪୦ବର୍ଷ ହେବ ବାୟୁସେନାରେ ସାମିଲ ଥିଲା ମିଗ୍-୨୭ । ଏହା ଏକ ଫାଇଟ ଜେଟ୍ । ଆଜି ୪୦ବର୍ଷ ପରେ ବାୟୁସେନାରୁ ଅବସର ନେଇଛି ମିଗ୍-୨୭ । ମିଗ୍-୨୭ର ୭ଟି ବିମାନ ଅବସର ନେଇଛନ୍ତି । କାରିଗିଲ ଯୁଦ୍ଧର ହିରୋ ଥିଲା ବାୟୁସେନାର ଫାଇଟ ଜେଟ୍ ମିଗ-୨୭ ।

Get real time updates directly on you device, subscribe now.