fbpx

ଭିଏମସାରରେ ହେବ କୋଭିଡ ହସ୍ପିଟାଲ

ସମ୍ବଲପୁର,୫ ।୯(ଓଡିଶା ଭାସ୍କର): ସମ୍ବଲପୁରର ବୁର୍ଲା ମେଡିକାଲରେ କାର୍ଯ୍ୟକ୍ଷମ ହେବ କୋଭିଡ ହସ୍ପିଟାଲ । ସ୍ୱତନ୍ତ୍ର କୋଭିଡ ହସ୍ପିଟାଲରେ ରହିବ ୧୦୦ଟି ଶର୍ଯ୍ୟା ଓ ଆଇସିୟୁ ଶର୍ଯ୍ୟା । ୧୦ ଦିନ ଭିତରେ କାର୍ଯ୍ୟକ୍ଷମ ହେବା ନେଇ ଆଜି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଏସିଏସ ପ୍ରଦୀପ୍ତ ମହାପାତ୍ର ସମ୍ବଲପୁର ଗସ୍ତ କରିଛନ୍ତି । ସମ୍ବଲପୁରରେ ଆରୋଗ୍ୟ ହାର ରାଜ୍ୟ ହାରଠାରୁ ଅଧିକ ଥିବାରୁ ସେମାନେ ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.