fbpx

ଶିଳ୍ପ ପରିବେଶ ତାଲିକାରେ ସବୁଠାରୁ ପଛରେ ଓଡିଶା

ନୂଆଦିଲ୍ଲୀ,୫ ।୯(ଓଡିଶା ଭାସ୍କର): ଆଜି ପ୍ରକାଶ ପାଇଛି ଦେଶର ଇଜ୍ ଅଫ୍ ଡୁଇଂ ବିଜନେସ୍ ରାଙ୍କିଙ୍ଗ ତାଲିକା । କିନ୍ତୁ ଏହି ତାଲିକାର ସର୍ବଶେଷ ୨୯ ନମ୍ବର ରାଙ୍କିଙ୍ଗରେ ଓଡିଶା ସମେତ ୭ଟି ରାଜ୍ୟ ରହିଛି । ଶିଳ୍ପାୟନ ପାଇଁ ବାତାବରଣ ଦୃଷ୍ଟିରୁ କେନ୍ଦ୍ର ତାଲିକା ପ୍ରକାଶ କରୁଛି । ଏଥିରେ ପ୍ରଥମ ୩ଟି ସ୍ଥାନରେ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ଓ ତେଲେଙ୍ଗାନା ରହିଛି ।

Get real time updates directly on you device, subscribe now.