fbpx

୫୦୦ ଟଙ୍କା ପାଇଁ ନାବଳକକୁ ପିଟି ପିଟି ମାରିଦେଲେ !

ମୟୁରଭଞ୍ଜ, ୨୩ା୯(ଓଡ଼ିଶା ଭାସ୍କର): ମୟୁରଭଞ୍ଜ ସ୍ଥିତ କରଞ୍ଜିଆ ଥାନା କିଆପାନପୋଷୀ ଗ୍ରାମରେ ଏକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ପେଡ଼ାଶୀଙ୍କ ଘରୁ ୫୦୦ଶହ ଟଙ୍କା ଚୋରି କରିବା ଘଟଣାରେ ଜଣେ ନାବାଳକଙ୍କୁ ପିଟି ପିଟି ମାରିଥିବା ଥାନାରେ ଅଭିଯୋଗ ହୋଇଛି । ପଡ଼ୋଶୀଙ୍କ ନାମରେ ଥାନାରେ ଏନେଇ ଅଭିଯୋଗ କରିଛନ୍ତି ନାବାଳକର ପରିବାର ଲୋକେ । ମାମଲା ରୁଜୁ ହେବା ପରେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.