fbpx

ବିଧାନସଭାରେ ସଂକ୍ରାମକ ରୋଗ ସଂଶୋଧନ ବିଲ୍-୨୦୨୦ ପାରିତ

ଭୁବନେଶ୍ୱର, ୩୦/୯(ଓଡ଼ିଶା ଭାସ୍କର): ବିଧାନସଭାରେ ସଂକ୍ରାମକ ରୋଗ ସଂଶୋଧନ ବିଲ୍-୨୦୨୦ ପାରିତ ହୋଇଛି। ବିରୋଧୀଙ୍କ ବିରୋଧ ସତ୍ତ୍ବେ ପାରିତ ହୋଇଛି ସଂକ୍ରାମକ ରୋଗ ସଂଶୋଧନ ବିଲ୍ । ଏହାସହ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବୀ ରଖାଯାଇଛି।

Get real time updates directly on you device, subscribe now.