fbpx

ପ୍ରାଣୀ ଉଦ୍ୟାନ ଖୋଲିବା ନେଇ ଆସିଲା ଗାଇଡଲାଇନ

ଭୁବନେଶ୍ୱର, ୩୦/୯(ଓଡ଼ିଶା ଭାସ୍କର): ପ୍ରାଣୀ ଉଦ୍ୟାନ ଖୋଲିବା ନେଇ  ଗାଇଡଲାଇନ ଜାରି ହୋଇଛି। ଚିଡ଼ିଆଖାନା, ଡିୟର ପାର୍କ ଖୋଲିବା ନେଇ ଗାଇଡଲାଇନ୍ ଆସିଛି । ସବୁ ଖୋଲିବା ସହ ପର୍ଯ୍ୟଟକ, କର୍ମଚାରୀ, ପଶୁପକ୍ଷୀଙ୍କ ସୁରକ୍ଷାକୁ  ଗୁରୁତ୍ବ ଦିଆଯିବ। ବଡ଼ ଚିଡ଼ିଆଖାନାକୁ ୧୫ଶହ ପର୍ଯ୍ୟଟକ ଯାଇପାରିବେ ଓ ମଧ୍ୟମ ଧରଣ ଚିଡ଼ିଆଖାନାକୁ ୭୫୦ ପର୍ଯ୍ୟଟକ ଯାଇପାରିବେ ।ସେହିପରି ଡିୟର ପାର୍କକୁ ଯାଇପାରିବେ ୩୦୦ ପର୍ଯ୍ୟଟକ । ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ମଧ୍ୟ  କରାଯିବ। 

 

Get real time updates directly on you device, subscribe now.