fbpx

୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ଜାଣନ୍ତୁ କିଏ କିଏ ?

ବାଲେଶ୍ୱର, ୧୧ ।୧୦(ଓଡିଶା ଭାସ୍କର): ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଚାଲିଛି ଅଙ୍କ କଷା । ଏହାରି ମଧ୍ୟରେ ଆଜି ଓଡ଼ିଶାର ୨ ଆସନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି ବିଜେପି । ବାଲେଶ୍ୱର ସଦର ପାଇଁ ମାନସ ଦତ୍ତ ହୋଇଛନ୍ତି ବିଜେପି ପ୍ରାର୍ଥୀ । ମାନସ ଦତ୍ତ ହେଉଛନ୍ତି ବାଲେଶ୍ୱର ପୂର୍ବତନ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ।

ସେହିପରି ତିର୍ତ୍ତୋଲରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ରାଜକିଶୋର ବେହେରା ।

Get real time updates directly on you device, subscribe now.