fbpx

ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ନିଆଯିବ ବୁଦ୍ଧିଜୀବୀଙ୍କ ମତ

ପୁରୀ,୧୩ ।୧୦(ଓଡିଶା ଭାସ୍କର): ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ପୁରୀ ସହରର ବିଭିନ୍ନ ଅନୁଷ୍ଠାନ, ହୋଟେଲ ସଂଘର ମତ ସଂଗ୍ରହ କରାଯିବ । ଏହା ସହ ମୋଟର କର୍ମଚାରୀ ସଂଘ, ବୁଦ୍ଧିଜୀବୀଙ୍କ ଠାରୁ ମଧ୍ୟ ମତ ସଂଗ୍ରହ କରାଯିବ । ୧୫ ଓ ୧୬ରେ ଭର୍ଚୁଆଲ ମିଟିଂରେ ମତ ସଂଗ୍ରହ କରିବ ଶ୍ରୀମନ୍ଦିର ପ୍ରଶାସନ । ଏନେଇ ଶ୍ରୀମନ୍ଦିର ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.