fbpx

ସନ୍ଧ୍ୟା ୬ଟାରେ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୦ ।୧୦: ଆଜି ସନ୍ଧ୍ୟା ୬ଟାରେ ଦେଶକୁ ବାର୍ତ୍ତା ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ବହୁବାର ଦେଶକୁ ସମ୍ବୋଧିତ କରିସାରିଛନ୍ତି । ଏନେଇ ପ୍ରଧାମନ୍ତ୍ରୀ ଟଟ୍ଟ୍ ଜରିଆରେ ସୂଚନା ଦେଇ କହିଛନ୍ତି ଯେ, ‘ଆଜି ସନ୍ଧ୍ୟା ୬ଟାରେ ଦେଶକୁ ସନ୍ଦେଶ ଦେବି । ଆପଣମାନେ ନିଶ୍ଚୟ ଯୋଗଦେବେ ।’

Get real time updates directly on you device, subscribe now.