ଭୁବନେଶ୍ୱର,୨୪ ।୧୦(ଓଡିଶା ଭାସ୍କର): ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୧୬୯୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୯୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୭୦୯ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୭୯,୫୮୨ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 23rd October
New Positives: Cases: 1695
In quarantine: 986
Local contacts: 709(Details of local contacts will be shared by concerned District Administration)
District Wise Cases:
1. Angul: 83
2. Balasore: 128
3. Bargarh: 56
4. Bhadrak: 35
5. Balangir: 65— I & PR Department, Odisha (@IPR_Odisha) October 24, 2020
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୮୩ , ବାଲେଶ୍ୱରରୁ ୧୨୮, ସୁନ୍ଦରଗଡରୁ ୧୧୦ ଓ କଟକରୁ ୧୦୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 45
23. Nawarangpur: 51
24. Nayagarh: 32
25. Nuapada: 92
26. Puri: 51
27. Rayagada: 17
28. Sambalpur: 42
29. Sonepur: 24
30. Sundargarh: 110
31. State Pool: 35New recoveries: 2377
Cumulative tested: 4280274
Positive: 279582
Recovered: 259418
Active cases: 18882— I & PR Department, Odisha (@IPR_Odisha) October 24, 2020