fbpx

ଭୁବନେଶ୍ୱର ବାଲିଯାତ୍ରା ମଧ୍ୟ ବାତିଲ

ଭୁବନେଶ୍ୱର,୯ ।୧୧(ଓଡିଶା ଭାସ୍କର): କରୋନା ମହାମାରୀ ପାଇଁ ସମସ୍ତ ପର୍ବପର୍ବାଣୀରେ କଟକଣା ଲାଗୁ ହୋଇଛି । ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରର କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ବାଲିଯାତ୍ରା ବାତିଲ କରାଯାଇଛି । ବାଲିଯାତ୍ରା ମହୋତ୍ସବ କମିଟି ସଦସ୍ୟଙ୍କ ସହ ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଛି । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହା ପୂର୍ବରୁ ପ୍ରସିଦ୍ଧ କଟକ ବାଲିଯାତ୍ରାକୁ ବାତିଲ କରାଯାଇଛି ।

Get real time updates directly on you device, subscribe now.