fbpx

ମହାରାଷ୍ଟ୍ରରୁ ହଟିଲା ରାଷ୍ଟ୍ରପତି ଶାସନ

ମହାରାଷ୍ଟ୍ର,୨୩ା୧୧: ମହାରାଷ୍ଟ୍ରରୁ ଆଜି ରାଷ୍ଟ୍ରପତି ଶାସନ ହଟିଆ ହୋଇଛି । ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରିଛନ୍ତି ରାଷ୍ଟ୍ରପତି । ଗତ ୧୨ତାରିଖରୁ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ସେଠାରେ ସରକାର ଗଠନ କରିବାରେ ବିଳମ୍ବ ହୋଇଥିବାରୁ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ ଆଜି ଆଜି ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ଼ନଭିସ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଏନସିପି ନେତା ଅଜିତ ପାୱାର ଶପଥ ନେଇଛନ୍ତି ।

Get real time updates directly on you device, subscribe now.