ଆସନ୍ତାକାଲି ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର,୨୮ ।୧୧(ଓଡିଶା ଭାସ୍କର):ଗୃହରେ ‘ପରୀ’ ମାମଲାକୁ ନେଇ ଜୋରସୋରରେ ହୋହଲ୍ଲା ହୋଇଛି । ବିଜେପି ଓ କଂଗ୍ରେସ ସଦସ୍ୟ ଜୋରଦାର ହଟ୍ଟଗୋଳ କରୁବାରୁ ଗୃହକୁ ବାରମ୍ବାର ମୁଲତବୀ କରିବାକୁ ପଡୁଛି । ଅଚଳାବସ୍ଥା ଯୋଗୁଁ ଗୃହକୁ ଆସନ୍ତାକାଲି ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।