fbpx

ଟିକାକରଣ ପରେ CAA ଲାଗୁ

ନୂଆଦିଲ୍ଲୀ,୧୨ ।୨: ଦେଶରେ କରୋନା ଟିକାକରଣ ପରେ ଲାଗୁ ହେବ CAA। ନାଗରିକତା ସଂଶୋଧନ ଆଇନ ଲାଗୁ ହେବ। କୌଣସି ଭାରତୀୟଙ୍କ ଯିବ ନାହିଁ ନଗରିକତା। ସିଏଏ ଅଧୀନରେ ଆସୁଛନ୍ତି ପଶ୍ଚିମବଙ୍ଗର ମତୁଆ ସମ୍ପ୍ରଦାୟ। ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି।

Get real time updates directly on you device, subscribe now.