fbpx

୩୪ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର

ସୁନ୍ଦରଗଡ,୨୨ ।୨: ରାଜ୍ୟରେ ଦୁର୍ନୀତି ରୋକିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏହାରି ମଧ୍ୟରେ ସୁନ୍ଦରଗଡ ଶିକ୍ଷା ବିଭାଗରେ ପଡିଛି ସରକାରଙ୍କ ୫T ଛାଟ । ଜିଲ୍ଲା ଶିକ୍ଷା ବିଭାଗର ୩୫ କର୍ମଚାରୀଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । ଅବହେଳା ଓ ଦୁର୍ନୀତି ଅଭିଯୋଗରେ ପଦକ୍ଷେପ ନିଆଯାଇଛି । ପ୍ରାଥମିକ ସ୍କୁଲର ୧୫ ଓ ହାଇସ୍କୁଲର ୧୯ ଶିକ୍ଷକ ଓ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

Get real time updates directly on you device, subscribe now.