fbpx

ଦୁର୍ଘଟଣାର ସମ୍ମୁଖୀନ ହେଲେ ଅଭିନେତ୍ରୀ ଶବାନା ଆଜମୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ମୁମ୍ବାଇ,୧୮ ।୧: ସଡ଼କ ଦୁର୍ଘଟଣାରେ ଗାୟକ ଜାବେଦ ଅଖତରଙ୍କ ପତ୍ନୀ ବା ପ୍ରସିଦ୍ଧ ଅଭିନେତ୍ରୀ ଶବାନା ଆଜମୀ ଗୁରୁତର ଆହତ ହୋଇଛନ୍ତି । ଖାଲାପୁର ଟୋଲ ପ୍ଲାଜା ନିକଟସ୍ଥ ମୁମ୍ବାଇ-ପୁନେ ରାସ୍ତାରେ ଶବାନାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ସଡକ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ଶବାନାଙ୍କୁ ପନବେଲର ଏମଜିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ସମୟରେ କାରରେ ଅଭିନେତ୍ରୀ ଶବାନା ଆଜାମୀଙ୍କ ପତୀ ଜାବେଦ ଅଖତର ମଧ୍ୟ ଉପସ୍ଥିତ ଥିଲେ, କିନ୍ତୁ ତାଙ୍କର କିଛି କ୍ଷତ ହୋଇନଥିବା ଜଣାପଡିଛି ।

Get real time updates directly on you device, subscribe now.