fbpx

୧ ନଂ ହାଟ ସାମ୍ନାରେ ଟ୍ରାଫିକ କଟକଣା

ଭୁବନେଶ୍ୱର, ୨୧ା୧(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ରାଜମହଲ ଛକ ୧ନଂ ହାଟ ସାମ୍ନାରେ ନୂଆ ଟ୍ରାଫିକ କଟକଣା ଲାଗୁ ହୋଇଛି । କେବଳ ଗୋଟିଏ ଲେନରେ ୪୫ଡିଗ୍ରିରେ କାର୍ ପାର୍କିଂ ହେବ । ଏଣିକି ହାଟ ସାମ୍ନାରେ କୌଣସି ବାଇକ ରହିବ ନାହିଁ । ଅନ୍ୟ ୩ଟି ସ୍ଥାନରେ ବାଇକ ରଖିବାକୁ ବ୍ୟବସ୍ଥା ହେବ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରାଫିକ ଡିସିପି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.