fbpx

ଯାଜପୁର ଗ୍ରୀନ ମାର୍କେଟରେ ଅଗ୍ନିକାଣ୍ଡ

ଯାଜପୁର,୨୯ ।୩(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା କଟକଣା ସହ ଚାଲିଛି ହୋଲି ଉତ୍ସବ । ଲୋକମାନେ ଘରେ ରହି ହୋଲି ମନାଉଥିବା ବେଳେ ଯାଜପୁର ରୋଡ ଗ୍ରୀନ୍ ମାର୍କେଟରେ ଆଜି ହୋଇଛି ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଫଳରେ ୨ଟି ପରିବା ଗୋଦାମ, ୨ଟି ଟ୍ରକ୍ ଓ ଗୋଟିଏ ଟ୍ରାକ୍ଟର ଜଳିଯାଇଛି । ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ନିଆଁ ଲିଭା କାର୍ଯ୍ୟରେ ୨ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି ।

Get real time updates directly on you device, subscribe now.