fbpx

ଆସନ୍ତାକାଲି ବରଗଡ ବନ୍ଦ ଡାକରା

ବରଗଡ,୩ ।୨(ଓଡିଶା ଭାସ୍କର): ବରଗଡ ଜିଲ୍ଲା ମୁଖ୍ୟ ହସ୍ପିଟାଲ ମାନ୍ୟତା ପ୍ରସଙ୍ଗରେ ଆସନ୍ତାକାଲି ବରଗଡରେ ବନ୍ଦ ପାଳନ କରିବାକୁ ଡାକରା ଦିଆଯାଇଛି । ବରଗଡ ଏକତା ମଞ୍ଚ ପକ୍ଷରୁ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ସିଟି ହସ୍ପିଟାଲ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ବୈଠକରେ କୁହାଯାଇଛି ।

Get real time updates directly on you device, subscribe now.