ମୃତଦେହ ବୋହିବା ଘଟଣା: ୨ ଜଣ ନିଲମ୍ବିତ

ଫୁଲବାଣୀ: ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ସ୍ତ୍ରୀ ମୃତଦେହ ସ୍ୱାମୀ ବୋହିନେବା ଘଟଣାରେ ୨ କର୍ମଚାରୀ ନିଲମ୍ବିତ ହୋଇଥିବାବେଳେ ଓ ଜଣେ କର୍ମଚାରୀଙ୍କୁ ବହିଷ୍କୃତ କରାଯାଇଛି ।

ନିଲମ୍ବନ ଓ ବହିଷ୍କାର ନିର୍ଦ୍ଦେଶ ଦେଇଛନ୍ତି କନ୍ଧମାଳ ସିଡିଏମଓ । ଷ୍ଟାଫନର୍ସ ମାମୁନୀ ପାତ୍ର ଓ ଆଟେଣ୍ଡାଣ୍ଟ ପ୍ରିୟଙ୍କା ମୁଖୀ ନିଲମ୍ବିତ । ହେଲ୍ପ ଡେସ୍କର କର୍ମଚାରୀ ଅଜିତ କୁମାର କହଁର ବହିଷ୍କୃତ ।