fbpx

ହଙ୍ଗାମା-୨ର ‘ଚୁରା କେ ଦିଲ୍ ମେରା’ ଗୀତର ରିଲିଜ୍ ହେଲା ଟିଜର୍, ଦେଖନ୍ତୁ ଭିଡିଓ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଠୀ ନିଜର କ୍ୟାରିୟର୍ ଆରମ୍ଭରୁ କରିଥିବା ଗୀତ “ଚୁରା କେ ଦିଲ୍ ମେରା” ପାଇଁ ଆଜିବି ତାଙ୍କୁ ପସନ୍ଦ କରାଯାଉଛି । ତେବେ କିଛି ବର୍ଷର ବିରତି ପରେ ସେ ପୁଣି ଥରେ ସ୍କ୍ରିନ୍ କୁ ବ୍ୟାକ୍ କରିଛନ୍ତି । ଏବେ ତାଙ୍କର ଗୀତ “ଚୁରା କେ ଦିଲ୍ ମେରା”କୁ ରିକ୍ରିଏଟ୍ କରାଯାଇଛି । ଗୀତର ନାଁ ହେଉଛି “ଚୁରା କେ ଦିଲ୍ ମେରା ୨.୦” । ଏହି ଗୀତର ଟିଜର୍ ରିଲିଜ୍ ହୋଇଯାଇଛି ।

ଆଜି ଶିଳ୍ପା ଇନଷ୍ଟାଗ୍ରାମରେ ଏହି ଗୀତର ଟିଜର୍ ଅପଲୋଡ୍ କରିଛନ୍ତି । ଆଉ କହିଛନ୍ତି ଯେ, ମଙ୍ଗଳବାର ଏହି ଗୀତ ରିଲିଜ୍ ହେବାକୁ ଯାଉଛି । ଏହି ଗୀତରେ ଶିଳ୍ପାଙ୍କ ସହିତ ନଜର ଆସିଛନ୍ତି ମିଜାନ୍ ଜାଫ୍ରୀ । ଶିଳ୍ପାଙ୍କ କମେଡି ଫିଲ୍ମ ହଙ୍ଗାମା-୨ର ଟ୍ରେଲର୍ ପରଦାକୁ ଆସିବା ପରଠାରୁ ହିଁ ସେ ଚର୍ଚ୍ଚାରେ ରହିଛି ।

Get real time updates directly on you device, subscribe now.