fbpx

ରାଜଧାନୀରୁ ମାଫିଆ ଷ୍ଟାର ପିଣ୍ଟୁ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରୁ ଗିରଫ ହୋଇଛି ଦୁର୍ଦ୍ଦାନ୍ତ ମାଫିଆ ଷ୍ଟାର ପିଣ୍ଟୁ । ପ୍ରାୟ ୭୪ ଗ୍ରାମର ବ୍ରାଉନସୁଗାର ପିଣ୍ଟୁଠାରୁ ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କାରୁ ଅଧିକ ହେବ । ବସ୍ତିକୁ ଚାଲ ଅଭିଯାନ ବେଳେ ପିଣ୍ଟୁକୁ ଗିରଫ କରିଛି ଏୟାରଫିଲ୍ଡ ପୋଲିସ । କଲେଜ ଛାତ୍ରଛାତ୍ରୀଙ୍କୁ ବ୍ରାଉନସୁଗାର କାରବାରରେ ଲଗାଇଥିଲା ପିଣ୍ଟୁ । ଫଳରେ ଆଜି ପିଣ୍ଟୁକୁ ରାଜଧାନୀ ଭୁବନେଶ୍ୱରରୁ ଗିରଫ କରିଛି ଏୟାରଫିଲ୍ଡ ପୋଲିସ ।

Get real time updates directly on you device, subscribe now.