fbpx

ଥାନାରେ ଥାର୍ଡ ଡିଗ୍ରୀ ଘଟଣା, ଏସଆଇଙ୍କ ବଦଳି

ମାଲକାନଗିରି(ଓଡ଼ିଶା ଭାସ୍କର): ଥାନରେ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ ଦେବା ଏସଆଇଙ୍କୁ ପଡିଲା ମହଙ୍ଗା । ମାଲକାନଗିରି ମୋଟୁ ଥାନାରେ ୨ ଅଭିଯୁକ୍ତଙ୍କୁ ଥାର୍ଡ ଘଟଣାରେ ନିଆଯାଇଛି ବଡ଼ ପଦକ୍ଷେପ । ମୋଟୁ ଥାନା ଏସଆଇ ସୋମନାଥ ଦଳବେହେରାଙ୍କୁ ସଦର ମହକୁମା ପୋଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି ଏସପି । ଚୋରି ମାମଲାରେ ଅଭିଯୁକ୍ତଙ୍କୁ ୪ ଦିନ ଥାନାରେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.