fbpx

କ୍ଷମା ମାଗିଲେ ଫେସବୁକ, ହ୍ୱାଟ୍ସଆପ, ଇନଷ୍ଟାଗ୍ରାମ

ଡାଉନ ରହିଛି ଫେସବୁକ, ହ୍ୱାଟ୍ସଆପର ଇନଷ୍ଟାଗ୍ରାମର ସର୍ଭର । ଦୀର୍ଘ ସମୟ ଧରି ଡାଉନ ରହିଛି ସର୍ଭର । ଫଳରେ ଫେସବୁକ, ହ୍ୱାଟ୍ୱସଆପ, ଇନଷ୍ଟାଗ୍ରାମରରେ ହୋଇପାରୁନାହିଁ କୌଣସି ପ୍ରକାର ତଥ୍ୟର ଆଦାନ ପ୍ରଦାନ । ସେପଟେ ଘଟଣାକୁ ନେଇ ଫେସବୁକ କ୍ଷମା ମାଗିଥିବାବେଳେ ଖୁବଶୀଘ୍ର ଏହାର ସମାଧାନ ହେବା ନେଇ କହିଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପ, ଫେସବୁକ୍, ଇନଷ୍ଟାଗ୍ରାମର ସର୍ଭର ଡାଉନ ରହିଛି । ସୋମବାର ରାତି ୯ଟା ୧୫ଠାରୁ ଡାଉନ ରହିଛି ସର୍ଭର । ସର୍ଭର ଡାଉନ ଯୋଗୁଁ ହ୍ୱାଟ୍ସଆପରେ ମେସେଜ ଆଦାନପ୍ରଦାନ ହୋଇପାରୁନଥିବାବେଳେ ଫେସବୁକ ଇନଷ୍ଟାଗ୍ରାମରେ ଭିଡିଓ ମଧ୍ୟ ଅପଲୋଡ ହୋଇପାରୁନାହିଁ । ସାରା ବିଶ୍ୱରେ ମେସେଜ ଆଦାନ ପ୍ରଦାନ ଠପ୍ । ଲୋକେ ସୋସିଆଲ ମିଡିଆ ସେବା ପାଇବାରେ ବ୍ୟାଘାତ ।

Get real time updates directly on you device, subscribe now.