fbpx

OAS-2019 ରେଜଲ୍ଟ ପ୍ରକାଶିତ

ଭୁବନେଶ୍ୱର: ପ୍ରକାଶ ପାଇଲା OAS-2019 ରେଜଲ୍ଟ । ବିଭିନ୍ନ ବର୍ଗର ୧୫୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଅଶ୍ୱିନୀ କୁମାର ପଣ୍ଡା ଟପ୍ପର ହୋଇଥିବାବେଳେ ଟପ୍-୧୦ରେ ରହିଛନ୍ତି ୩ ମହିଳା ।୨ୟ ସ୍ଥାନରେ ଅଙ୍କୁର ଅଭିଳାଷ, ୩-ରଶ୍ମିରେଖା ପାତ୍ର, ୪-ସୌମ୍ୟରଞ୍ଜନ ପ୍ରଧାନ, ୫-ସିଦ୍ଦେଶ୍ୱର ନାୟକ, ୬-କିରଣ କୁମାର ମହାନ୍ତି, ୭- ପ୍ରଦୋଷ ପ୍ରଧାନ, ୮-ଦେବଦତ୍ତ ପ୍ରଧାନ, ୯-ଆୟୁଷ ପତି, ୧୦-ନିବେଦିତା ନାୟକ ।

Get real time updates directly on you device, subscribe now.