fbpx

ପ୍ଲେଅଫରୁ ବାଦ୍ ପଡ଼ିଲା ମୁମ୍ବାଇ

ନୂଆଦିଲ୍ଲୀ: ଆଇପିଏଲ-୨୦୨୧ ପ୍ଲେଅଫରୁ ବାଦ୍ ପଡ଼ିଲା ମୁମ୍ବାଇ । ହାଇଦ୍ରାବାଦ ବିପକ୍ଷରେ ବଡ଼ ସ୍କୋର ସତ୍ତେ୍ୱ ପ୍ଲେଅଫରୁ ମୁମ୍ବାଇ ବାଦ ପଡ଼ିଛି । ହାଇଦ୍ରାବାଦ ଓପ୍ନରଙ୍କ ଧୂଆଁଧାର ବ୍ୟାଟିଂରେ ମୁମ୍ବାଇ ନିରାଶ । ପୂର୍ବରୁ ଦିଲ୍ଲୀ, ଚେନ୍ନାଇ, ବାଙ୍ଗାଲୋର ଯୋଗ୍ୟତା ପାଇ ସାରିଥିବାବେଳେ ଚତୁର୍ଥ ଦଳ ଭାବରେ ପ୍ଲେଅଫ ଯୋଗ୍ୟତା ହାସଲ କଲା କୋଲକାତା ।

Get real time updates directly on you device, subscribe now.