fbpx

ଦୀର୍ଘ ୨୩ ଘଣ୍ଟା ଧରି ପ୍ରଦୀପଙ୍କ ଘରେ ଚଢ଼ାଉ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା । ଆୟ ବର୍ହିଭୁତ ସମ୍ପତ୍ତିି ଠୁଳ ଅଭିଯୋଗରେ ଗତକାଲି ପ୍ରଦୀପଙ୍କ ରେଡ୍ ହୋଇଥିଲା । ତେବେ ଦୀର୍ଘ ୨୩ ଘଣ୍ଟାର ରେଡ୍ ପରେ ପ୍ରଦୀପଙ୍କ ଘରୂ ଫେରିଲା ଭିଜିଲାନ୍ସ । ଗତକାଲି ସକାଳ ସାଢ଼େ ୭ଟାରୁ ଚାଲିଥିଲା ରେଡ୍ । ଆଉ ସକାଳ ୭ଟାରୁ ଆଜି ସକାଳ ୬ଟାରେ ଚଢ଼ାଉ ସାରି ଫେରିଛି ଭିଜିଲାନ୍ସ । ତେବେ ଏହି ଚଢ଼ାଉରେ କିଛି ଟଙ୍କା ଓ ଅଧିକ ପରିମାଣରେ ସୁନା ଗହଣା ମିଳିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.