fbpx

ରେଲୱେରେ ନିଯୁକ୍ତି ପାଇଁ ବଡ ସୁଯୋଗ, ୧୬୬୪ଟି ଆପ୍ରେଣ୍ଟିସି୍‌ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ରେଳବାଇ ନିଯୁକ୍ତି ସେଲ୍‌ (ଆର୍‌ଆରସି), ପ୍ରୟାଗରାଜ ଆଗ୍ରା, ଝାନସୀ ଏବଂ ଝାନସୀ କର୍ମଶାଳାରେ ୧୬୬୪ଟି ଆପ୍ରେଣ୍ଟିସି୍‌ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ଆର୍‌ଆର୍‌ସି ଦ୍ୱାରା ବିଜ୍ଞାପିତ ଆପ୍ରେଣ୍ଟିସି୍‌ ନିଯୁକ୍ତି ପାଇଁ ଆବେଦନ ଅନଲାଇନରେ କରାଯିବ । ପ୍ରାର୍ଥୀମାନେ ଅଫିସିଆଲ୍‌ ପୋର୍ଟାଲ୍ , rrcprjapprentices.in ମାଧ୍ୟମରେ ଆବେଦନ କରିପାରିବେ । ଆର୍‌ଆର୍‌ସି ପ୍ରୟାଗରାଜ ଦ୍ୱାରା ଉତ୍ତର କେନ୍ଦ୍ରୀୟ ରେଳବାଇରେ ୧୬୬୪ ଆପ୍ରେଣ୍ଟିସ୍‌ ପଦବୀ ପାଇଁ ଅନଲାଇନରେ ଆବେଦନ କରିବାର ଶେଷ ତାରିଖ ୨୦୨୧ ଡିସେମ୍ବର ୧ ତାରିଖ ରହିଛି ।

Get real time updates directly on you device, subscribe now.