fbpx

ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣି

ଭୁବନେଶ୍ୱର: ଲାଞ୍ଚ ନେଇ ଧରାପଡ଼ିଲେ ମୁଖ୍ୟ କିରାଣି । ବିଲ୍ ପାଇଁ କଣ୍ଟ୍ରାକ୍ଟରଙ୍କଠାରୁ ନେଉଥିଲେ ସାଢ଼େ ୩ ହଜାର ଟଙ୍କା । ମୁଖ୍ୟ କିରାଣି ପ୍ରଣୟ କୁମାର ପଟ୍ଟନାୟକଙ୍କୁ ଧରିଲା ଭିଜିଲାନ୍ସ । ଭୁବନେଶ୍ୱର ଆର ଆଣ୍ଡ ବି ଅଧୀକ୍ଷଣ ଯନ୍ତ୍ରୀ ଅଫିସର ମୁଖ୍ୟ କିରାଣି । ଲାଞ୍ଚ ନେଇ ଧରାପଡ଼ିବା ପରେ ପ୍ରଣୟଙ୍କ ୨ଟି ଘରେ ଭିଜିଲାନ୍ସ ରେଡ୍ ।

Get real time updates directly on you device, subscribe now.