fbpx

ମମିତା ହତ୍ୟା ମାମଲାରେ ରିପୋର୍ଟ ମାଗିଲେ ହାଇକୋର୍ଟ

କଟକ(ଓଡ଼ିଶା ଭାସ୍କର): ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜନୀତି ତୀବ୍ର ହେଉଥିବା ବେଳେ ଏହି ମାମଲାରେ ତଦନ୍ତକୁ ନେଇ ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି ହାଇକୋର୍ଟ । ତଦନ୍ତ କେତେ ଦୂର ଆଗେଇଛି, ସେନେଇ ହାଇକୋର୍ଟ ରିପୋର୍ଟ ମାଗିଛନ୍ତି । ଡିସେମ୍ବର ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି । ତ୍ୱରିତ ଶୁଣାଣି ଓ ଫାଷ୍ଟଟ୍ରାକ୍ ବିଚାର ପାଇଁ ମମିତାଙ୍କ ପରିବାର ପକ୍ଷରୁ ଅପିଲ କରାଯାଇଥିଲା ।

Get real time updates directly on you device, subscribe now.