fbpx

ଡ୍ରେନ ପାଇପ ଭିତରୁ ବାହାରୁଛି ଖାଲି ୫୦୦ ଟଙ୍କା, ଦେଖନ୍ତୁ ଭିଡିଓ

କର୍ଣ୍ଣାଟକ ଏସିବି କୁଲବର୍ଗୀର ଜଣେ ପୂର୍ତ୍ତ ବିଭାଗର ଜୁନିୟର ଇଞ୍ଜିନିୟରଙ୍କ ଘରେ ରେଡ ସମୟରେ ପ୍ରାୟ ୫୪ ଲକ୍ଷ ଟଙ୍କା ଜବତ କରିଛି । ବଡ଼ କଥା ହେଉଛି ୧୩ ଲକ୍ଷ ଟଙ୍କା ଡ୍ରେନେଜରେ ଲୁଚାଯାଇଥିଲା । ଏହି ରେଡରେ ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ସୂଚନା ଅନୁଯାୟୀ, କର୍ଣ୍ଣାଟକ ଆଣ୍ଟି କରପସନ ବ୍ୟୁରୋ(ଏସିବି) ରାଜ୍ୟର ୬୮ ସ୍ଥାନରେ ଏବଂ ୧୫ ସରକାରୀଙ୍କ ବାବୁଙ୍କ ଉପରେ ରେଡ୍ କରିଛି ଏହି କ୍ରମରେ ପୂର୍ତ୍ତବିଭାଗ ଜୁନିୟର ଇଞ୍ଜିନିୟର ମହେଶ ମେଘନାବରଙ୍କ ଘରେ କର୍ଣ୍ଣାଟକ ଏସିିବି ରେଡ କରିଥିଲା । ତାଙ୍କ ଘରୁ ୫୪ ଲକ୍ଷ ଟଙ୍କା ଜବତ କରାଯାଇଛି । ସେଥିରୁ ୧୩ ଲକ୍ଷ ଟଙ୍କା ଡ୍ରେନେଜ ପାଇପରୁ ଜବତ କରାଯାଇଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.