fbpx
BSKY SKY
BSKY SKY

ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା: ସଂପର୍କ ଅସ୍ୱୀକାର କଲେ ଡିଏଫଓ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ଡିଏଫଓ ସଂଗ୍ରାମ ବେହେରାଙ୍କୁ ୩ ଘଣ୍ଟାର ମାରାଥନ ଜେରା ।
ଜେରା ପରେ ମିଡିଆକୁ କୌଣସି ପ୍ରତିକ୍ରିୟା ଦେଲେନାହିଁ ଡିଏଫଓ । କଡ଼ା ସୁରକ୍ଷାରେ ତାଙ୍କ ସରକାରୀ ବାସଭବନକୁ ନେଲା ପୋଲିସ । ବିଦ୍ୟାଭାରତୀଙ୍କ ସହ ସମ୍ପର୍କ କଥାକୁ ଅସ୍ୱୀକାର କରିଥିବା ସୂଚନା । ସମ୍ପର୍କ କଥାକୁ ଅସ୍ୱୀକାର କରିଥିବା କହିଲେ ତଦନ୍ତକାରୀ ଅଧିକାରୀ । କଲ୍ ଡିଟେଲ ଯାଞ୍ଚ ହେବା ସହ ସବୁ ଦିଗରୁ ତଦନ୍ତ ହେଉଥିବା ନେଇ ଆଇଓଙ୍କ ସୂଚନା । ଜେରା ବେଳେ ଡାଟା ପାଇଥିବା କହିଛନ୍ତି ଏସଡିଏଫଓ ।

Get real time updates directly on you device, subscribe now.