‘ଆୟୁଷ୍ମାନ ଚିକିତ୍ସାରେ ଅବହେଳା କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ’, ତାଗିଦ୍ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଆୟୁଷ୍ମାନ: ଅବହେଳା କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଆୟୁଷ୍ମାନ ଚିକିତ୍ସାରେ ଅବହେଳା କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଘରୋଇ ହସ୍ପିଟାଲକୁ ତାଗିଦ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ଯେ, ‘ଆୟୁଷ୍ମାନ ପ୍ୟାକେଜ ବଢାଇବାକୁ ଯୋଜନା ଚାଲିଛି ।

ଆୟୁଷ୍ମାନ ଯୋଜନା କ’ଣ ମିଳିବ ସୁବିଧା?

ରାଜ୍ୟର ଏକ କୋଟି ପରିବାରକୁ ମିଳିବ ଆୟୁଷ୍ମାନ କାର୍ଡ
ଗୋପବନ୍ଧୁ ଜନ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ ଗୋଟିଏ କାର୍ଡରେ ମିଳିବ
ସାଢେ ୩ କୋଟି ହିତାଧିକାରୀ ହେବେ ଉପକୃତ
ଦେଶର ୩୦ ହଜାର ହସ୍ପିଟାଲରେ ମିଳିବ ଚିକିତ୍ସା ସୁବିଧା