fbpx

ଇଣ୍ଡଷ୍ଟ୍ରୀର ଡାର୍କ ସିକ୍ରେଟ୍ ସମ୍ପର୍କରେ ଖୁଲାସା କଲେ ପର୍ଣ୍ଣ ଷ୍ଟାର୍ସ, କହିଲେ କଣ ହୁଏ ଶୁଟିଂ ସରିବା ପରେ….

ନୂଆଦିଲ୍ଲୀ: ଭାରତରେ ପର୍ଣ୍ଣ ଫିଲ୍ମ ଦେଖୁଥିବା ଯୁବ ବର୍ଗଙ୍କ ସଂଖ୍ୟା ଖୁବ୍ ଅଧିକ । ବିଶ୍ୱରେ ସବୁଠାରୁ ଅଧିକ ପର୍ଣ୍ଣ ଫିଲ୍ମ ଭାରତରେ ହିଁ ଦେଖାଯାଏ । ଏହି ଇଣ୍ଡଷ୍ଟ୍ରୀ ବିଷୟରେ କୁହାଯାଏ ଯେ, ଯେଉଁ ମାନଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରିଥାନ୍ତି । ସେମାନେ ବାଧ୍ୟ ହୋଇ ଏହି ରାସ୍ତାରେ ପାଦ ଦେଇଥାନ୍ତି । କାରଣ ଏଥିରେ ଖୁବ୍ ଅର୍ଥ ଦିଆଯାଇଥାଏ । ତେବେ ଏହା ଉପରୁ ଯେମିତି ଦେଖାଯାଏ ସେପରି ହୋଇନଥାଏ । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ଇଣ୍ଡଷ୍ଟ୍ରୀ ର କିଛି ଅଭିନେତ୍ରୀ ଆତ୍ମହତ୍ୟା କରିସାରିଛନ୍ତି । କିଛି ଜଣଙ୍କ ମୃତ୍ୟୁ ପରେ ଜଣାପଡ଼ିଥିଲା ଯେ ସେମାନେ ମାନସିକ ଚାପ ତଥା ଡିପ୍ରେସନ୍ ଦେଇ ଗତି କରୁଥିଲେ । ଯେତେବେଳେ ଏହି ଇଣ୍ଡଷ୍ଟ୍ରିରେ ଏତେ ଟଙ୍କା ଅଛି, ତାହେଲେ ଅଭିନେତ୍ରୀ ମାନେ କାହିଁକି ଗଭୀର ମାନସିକ ଚାପ ଭିରତକୁ ଚାଲି ଯାଉଛନ୍ତି ? ଏହା ପଛର କାରଣ କଣ ହୋଇପାରେ ?

ଜୁନ୍ ୩୦ ତାରିଖରେ ଡେହଲିୟା ସ୍କାଇ ନାମକ ଜଣେ ପର୍ଣ୍ଣ ଷ୍ଟାର୍ ନିଜ କାରରେ ମୃତ ଭାବରେ ଠାବ ହୋଇଥିଲେ । ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା । ଶୁଣିବାକୁ ମିଳିଥିଲା ଯେ, ସେ ନିଜେ ନିଜକୁ ବନ୍ଧୁକରେ ମାରିଦେଇଥିଲେ । ଆଉ ଯାଞ୍ଚରୁ ଜଣାପଡ଼ିଥିଲା ଯେ, ସେ ଡିପ୍ରେସନ୍ କୁ ଚାଲି ଯାଇଥିଲେ । ତାଙ୍କୁ ବ୍ରେଷ୍ଟ କ୍ୟାନସର୍ ହୋଇଥିଲା ତାହା ପୁଣି ଚତୁର୍ଥ ଷ୍ଟେଜ୍ ରେ ଥିଲା । ଜଣେ ପର୍ଣ୍ଣ ଷ୍ଟାର୍ କହିଛନ୍ତି ଯେ, ଏହି ଇଣ୍ଡଷ୍ଟ୍ରୀରେ କାମ କରିବା ପରେ ଡିପ୍ରେସନ୍ କୁ ମଣିଷ ଚାଲିଯାଏ । କାରଣ ଏଥିରେ କାମ କରିବା ପରେ ଆପଣଙ୍କ ପାଖରେ ବହୁତ ଟଙ୍କା ହେବ ସତ କିନ୍ତୁ ଆପଣ ଏକୁଟିଆ ହୋଇଯିବେ । ଏଥିରେ କୌଣସି ସାଙ୍ଗ ନାହିଁ କି ପରିବାରର ସପୋର୍ଟ ବି ନଥାଏ । ଗତ ମାସରେ ଜଣେ ଅଭିନେତ୍ରୀ ନିଜ ଘରେ ଆତ୍ମହତ୍ୟା କରିଥିଲେ ।

ଅନ୍ୟ ଜଣେ କହିଛନ୍ତି ଯେ, “ଶୁଟିଂ ଲାଇଟ୍ ବନ୍ଦ ହେବା ପରେ ପ୍ରଡ୍ୟୁସର୍ ଠାରୁ ଆରମ୍ଭ କରି କ୍ୟାମେରାମ୍ୟାନ୍ ପର୍ଯ୍ୟନ୍ତ ସମସ୍ତେ ଅନେକ କମେଣ୍ଟ କରନ୍ତି । ଯାହା ବିଷୟରେ ଆଦୌ କହି ହେବ ନାହିଁ । ଆଉ ଏସବୁକୁ ଶୁଣିବା ପରେ କିଛି କହି ହେବ ନାହିଁ । ଆମ ମାନଙ୍କୁ ଖୁବ୍ ଛୋଟ କରି ଅନେକ କଥା କୁହାଯାଏ । ଯେଉଁଥି ପାଇଁ ଅଭିନେତ୍ରୀ ମାନେ ଡିପ୍ରେସନ୍ କୁ ଚାଲି ଯାଉଛନ୍ତି ” । ତେବେ ସେମାନଙ୍କ କହିବା ମୁତାବକ, ଏହି ଇଣ୍ଡଷ୍ଟ୍ରୀ ଉପରୁ ଯେତେ ସୁନ୍ଦର ଭିତରେ ସେତେ କଳଙ୍କିତ ହୋଇଥାଏ । କିଛି ଏମିତି ଅଛନ୍ତି ଏହି ଇଣ୍ଡଷ୍ଟ୍ରୀ ଛାଡ଼ିବା ପରେ ବି ବହୁତ କିଛି ଶୁଣିବାକୁ ମିଳେ । ଏହି କାରଣରୁ କ୍ରିଷ୍ଟିନା ଲିସିନ୍ ନାମକ ଜଣେ ପର୍ଣ୍ଣ ଷ୍ଟାର୍ ୨୨ ମହଲାରୁ ଡେଇଁ ଆତ୍ମହତ୍ୟା କରିଦେଇଥିଲେ ।

Get real time updates directly on you device, subscribe now.