ପାକିସ୍ତାନର ଆକ୍ରମଣ ପରେ, କାଉଣ୍ଟର ଆଟାକ୍ କଲା ଭାରତ, ଶୁଭୁଛି ଭୟଙ୍କର ବିସ୍ଫୋରଣର ଶବ୍ଦ
ପାକିସ୍ତାନର ପଞ୍ଜାବରେ ଥିବା AWACSକୁ ଧ୍ୱଂସ କଲା ଭାରତ।
ନୂଆଦିଲ୍ଲୀ: ପାକିସ୍ତାନ ଉପରେ ଭାରତର କାଉଣ୍ଟର ଆଟାକ୍। ଭାରତ ଆରମ୍ଭ କଲା ପ୍ରତି ଆକ୍ରମଣ। ଲାହୋର ଉପରେ ଡ୍ରୋନର ହମଲା। ପାକିସ୍ତାନ ଉପରେ ଭାରତର ଆକ୍ରମଣ ଜାରି। ପାକିସ୍ତାନରେ ଶୁଭୁଛି ଭୟଙ୍କର ବିସ୍ଫୋରଣର ଶବ୍ଦ।
ଦୋହଲିବାରେ ଲାଗିଛି ପାକିସ୍ତାନର ବଡ ବଡ଼ ସହର। ପାକିସ୍ତାନର ପଞ୍ଜାବରେ ଥିବା AWACSକୁ ଧ୍ୱଂସ କଲା ଭାରତ। ପାକିସ୍ତାନରେ ପୁଣି ପ୍ରଚଣ୍ଡ ହମଲା କଲା ଭାରତ। ଲାହୋର, ଇସଲାମାବାଦରେ ଭାରତର ପ୍ରଚଣ୍ଡ ଆଟାକ୍।
ସିଆଲକୋଟରେ ବି ଭାରତର କାଉଣ୍ଟର ଆଟାକ୍। ଦୋହଲିବାରେ ଲାଗିଛି ପାକିସ୍ତାନର ବଡ ବଡ ସହର। ପାକିସ୍ତାନକୁ ଭାରତର କାଉଣ୍ଟର ଆଟାକ୍। ଲାହୋର ଉପରେ ଭାରତର ଡ୍ରୋନ ଆକ୍ରମଣ। ଲାହୋର ସହ ସିଆଲକୋଟରେ ଭାରତର ଆକ୍ରମଣ। ପାକିସ୍ତାନରେ ପୁଣି ପ୍ରଚଣ୍ଡ ହମଲା କଲା ଭାରତ।